Jump to content

ଦରକାର୍

ଉଇକିଅଭିଧାନ‌ରୁ

ଦରକାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ଦର୍କାର୍)[ସମ୍ପାଦନା]

୧. ପ୍ରୟୋଜନୀୟ; ଆବଶ୍ୟକ —୧. Necessary.
୨. ଅପେକ୍ଷିତ; ଲୋଡ଼ା —୨. Wanted.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ପ୍ରୟୋଜନ —Necessity; need.