ଦରଖାସ୍ତ ଗୁଜାରିବା

ଉଇକିଅଭିଧାନ‌ରୁ

ଦରଖାସ୍ତ ଗୁଜାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (କଚିରିଆ)[ସମ୍ପାଦନା]

୧. ହାକିମଙ୍କ ନିକଟରେ ନିବେଦନ ପତ୍ର ଦାଖଲ ବା ଉପସ୍ଥାପିତ କରିବା — ୧. To file a petition.
୨. ହାକିମଙ୍କ ଆଗରେ କୌଣସି ବ୍ୟକ୍ତିର ଦରଖାସ୍ତ ପେଶ୍ କରିବା —୨. To put up a petition before an authority.