ଦରଜ
ଦେଖଣା
ଦରଜ
ଉଚ୍ଚାରଣ
[ସମ୍ପାଦନା](ଦର୍ଜ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ଦର୍ଜ) ଟିପା; ଲେଖା; ଉଲ୍ଲେଖ — ୧. Note; writing; written reference.
(ଯଥା—ଏ ତାଲିକାରେ ତା ନାମର ଦରଜ ନାହିଁ)
- ୨. (ଫାରାସୀ - ଦର୍ଦ)—ବ୍ୟଥା; ପ୍ରାସ; ବେଦନା — ୨. Pain; painful; sensation of any part of the body; sensitiveness to touch.
- ୩. ହୃଦୟ ବେଦନା —୩. Sorrow; grief.
- ୪. ମାୟା; ମମତା —୪. Sympathy; attachment.
- ୫. ପର ଦୁଃଖରେ ବିକଳ ହେବା; ପରଦୁଃଖକାତରତା — ୫. Commiseration; compassion.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ଦର୍ଜ
[ସମ୍ପାଦନା]- ୧. ଲେଖା ହୋଇଥିବା; ଟିପା ହୋଇଥିବା — ୧. Written; noted.
- ୨. (ଫାରାସୀ - ଦର୍ଦ) ପୀଡ଼ାଯୁକ୍ତ;ବ୍ୟଥାଯୁକ୍ତ; ଯାହା ପରାସ ହୋଇଥାଏ —୨. Painful to touch.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ଚିନ୍ତା —Anxiety
(ଯଥା—ତା କଥା ମୋତେ ଦରଜ ଲାଗିଛି)