ଦରଜ୍ କରିବା

ଉଇକିଅଭିଧାନ‌ରୁ

ଦରଜ୍ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦରଜ ଦେବା—ଅନ୍ୟରୂପ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (କଚିରିଆ) (ଫାରାସୀ - ଦର୍ଜ)[ସମ୍ପାଦନା]

୧. ଟିପି ରଖିବା; ଲେଖି ରଖିବା; ନୋଟ୍ କରିବା —୧. To note down; to take down.
୨. ବ୍ୟଥାଯୁକ୍ତ ହେବା (ଅଙ୍ଗ) — ୨. (limb) To become painful.