Jump to content

ଦରପୋଡ଼ା

ଉଇକିଅଭିଧାନ‌ରୁ

ଦରପୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅଧେ ପୋଡ଼ି ଯାଇଥିବା — ୧. Half-burnt.


(ଦରପଡ଼ା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ମତେ ଯେତେ ମାଠିବୁ ମାଠ; ମୁ ସେହି ଦରପୋଡ଼ା କାଠ ଢଗ

=== ପ୍ରାଦେଶିକ - (ଯାଜପୁର)

ଖଟ୍ଟା; ଅମ୍ଳ ସ୍ୱାଦବିଶିଷ୍ଟ —Having an acid taste; sour.