ଦରବେଶ୍

ଉଇକିଅଭିଧାନ‌ରୁ

ଦରବେଶ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ବେଜ୍; ଇଂ ଡରଭୀଷ; ଫା ଦରବେଜା=ଭିକ୍ଷାବୃତ୍ତି; ଫାରାସୀ - ଦର୍=ଦ୍ୱାର+ଆବେଜ୍= ଝୁଲାଇବା; ଯାହାପାଇଁ ଗୃହସ୍ଥ ନିଜଦ୍ୱାରରେ କିଛି ଭିକ୍ଷାଦ୍ରବ୍ୟ ଝୁଲାଇ ରଖିଥାଏ)[ସମ୍ପାଦନା]

୧. ମୁସଲମାନ୍ ଭିକ୍ଷୁକ — ୧. A Mahommedan beggar.

୨ : ଫକୀର; ମୁସଲମାନ ସାଧୁ —୨. A Muslim mendicant; a dervish.