ଦରବେଶ୍
ଦେଖଣା
ଦରବେଶ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ବେଜ୍; ଇଂ ଡରଭୀଷ; ଫା ଦରବେଜା=ଭିକ୍ଷାବୃତ୍ତି; ଫାରାସୀ - ଦର୍=ଦ୍ୱାର+ଆବେଜ୍= ଝୁଲାଇବା; ଯାହାପାଇଁ ଗୃହସ୍ଥ ନିଜଦ୍ୱାରରେ କିଛି ଭିକ୍ଷାଦ୍ରବ୍ୟ ଝୁଲାଇ ରଖିଥାଏ)
[ସମ୍ପାଦନା]- ୧. ମୁସଲମାନ୍ ଭିକ୍ଷୁକ — ୧. A Mahommedan beggar.
୨ : ଫକୀର; ମୁସଲମାନ ସାଧୁ —୨. A Muslim mendicant; a dervish.