ଦରିଆ
ଦେଖଣା
ଦରିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଦରିୟା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ଇୟା)
[ସମ୍ପାଦନା]- ୧. ସାଗର, ସମୁଦ୍ର — ୧. Ocean; sea.
- ୨. ସମୁଦ୍ର ପରି ବିସ୍ତୃତ ଜଳଭାଗ —୨. A wide expanse of water like the ocean.
- ୩. ବଡ଼ ଚଉଡ଼ା ନଈ — ୩. A broad river.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଖାଇ; କେନାଲ୍ —Canal; moat.