ଦରିଦ୍ର
ଦେଖଣା
ଦରିଦ୍ର
ଉଚ୍ଚାରଣ
[ସମ୍ପାଦନା](ଦରିଦ୍ରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଦରିଦ୍ରା ଧାତୁ=ନିର୍ଦ୍ଧନ ହେବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଗରିବ; ଧନହୀନ; କଙ୍କାଳ; ରଙ୍କ — ୧. Poor, poverty-stricken; indigent.
- ୨. ଅଭାବଗ୍ରସ୍ତ —୨. Wanting; in need; needing; needy.
(ଯଥା—ସେ ଧନୀ ହେଲେ କଅଣ ହେବ, ଅପତ୍ୟାଦି ବିଷୟରେ ଦରିଦ୍ର ଅଟନ୍ତି )
- ୩. କ୍ଷୀଣ —୩. Wasted; lean; emaciated on account of distress; distressed.