ଦରିଦ୍ର ପଞ୍ଚାକ୍ଷର

ଉଇକିଅଭିଧାନ‌ରୁ

ଦରିଦ୍ର ପଞ୍ଚାକ୍ଷର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦାରିଦ୍ର୍ୟ ପଞ୍ଚାକ୍ଷର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ)[ସମ୍ପାଦନା]

'କଣ କରିବି' ଏହି ପାଞ୍ଚଟି ଅକ୍ଷର —(ironical) The five Oria letters in the phrase 'Kaṅa Karibi' which means what shall I do always repeated by a man in extreme poverty or want.

[ଦ୍ରଷ୍ଟବ୍ୟ —ଦରିଦ୍ର ଲୋକ ସର୍ବଦା ଅଭାବଗ୍ରସ୍ତ ଥିବାରୁ 'କଣ କରିବି' ବୋଲି ସର୍ବଦା ଜପ କଲା ଭଳି ଚିନ୍ତା କରୁଥାଏ ]