ଦରୋଗା
ଦେଖଣା
ଦରୋଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଦାରୋଗା (ଦେଖ) - Dārogā (See)
(ଦୂରୋଦର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯେ ଜୁଆ ଖେଳେ — ୧. A gamester.
- ୨. ଦ୍ୟୂତ କ୍ରୀଡ଼ା; ଜୁଆ ଖେଳ — ୨. Gambling.
- ୩. ପଶା ଖେଳ —୩. The game of dice.
କ୍ଷେପିବା ପ୍ରତି ରାତି ବାସର କାମ କେଳି ଦରୋଦରେ କବିସୂର୍ଯ୍ୟ. ରତ୍ନାକରଚମ୍ପୁ