ଦରୋବସ୍ତ
ଦେଖଣା
ଦରୋବସ୍ତ
ଉଚ୍ଚାରଣ
[ସମ୍ପାଦନା]ଦରବସ୍ତ, ଦୂରବସ୍ତ, ଦୋରବସ୍ତ, ଦୋରୋବସ୍ତଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (କଚିରିଆ) (ଫାରାସୀ - ଦର୍ଓବସ୍ତ୍)
[ସମ୍ପାଦନା]ସମ୍ପୂର୍ଣ୍ଣ; ସମଗ୍ର —Whole; entire.
ସର୍ବନାମ
[ସମ୍ପାଦନା]ସମସ୍ତ, ସବୁ —All
କ୍ରି.ବିଶେଷଣ -
[ସମ୍ପାଦନା]ସମ୍ପୂର୍ଣ୍ଣରୂପେ — Completely; fully; entirely.