ଦର୍ଶନି ହୁଣ୍ଡି
ଦେଖଣା
ଦର୍ଶନି ହୁଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦର୍ଶନି ହୁଣ୍ଡି
|
ଦେଶଜ - ବିଶେଷ୍ୟ - (ମହାଜନୀ ସିରସ୍ତା; ସଂସ୍କୃତ - ଦର୍ଶନ)
[ସମ୍ପାଦନା]ଯେଉଁ ହୁଣ୍ଡି ବା ବରାଦି ଚିଠିକୁ ଦୁର ସ୍ଥାନରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଦେଖିବା ମାତ୍ରକେ ଦେଖାଇବା ବ୍ୟକ୍ତିକୁ ଟଙ୍କା ଦେବାକୁ ବାଧ୍ୟ ଅଟେ —A bill of exchange payable at sight.
[ଦ୍ରଷ୍ଟବ୍ୟ —ହୁଣ୍ଡି ତଳେ ନୋଟ ଦେଖ]