ଦଲିଲ୍
ଦେଖଣା
ଦଲିଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - କବିଶେଷ୍ୟ - (କଚିରିଆ) (ଫାରାସୀ - ଦଲୀଲ୍=ଯୁକ୍ତି ତର୍କ)
[ସମ୍ପାଦନା]କୌଣସି ବିଷୟର ଲିଖିତ ନିଦର୍ଶନ — ୧. Document; a deed; any thing in writing.
- ୨. ଲିଖିତ ପ୍ରମାଣ —୨. Evidence in writing; documentary evidence.
[ଦ୍ରଷ୍ଟବ୍ୟ —ଏହା ସାଧା ରବା ପୋଲା ବା ଗର ରେଜିଷ୍ଟରି ଦଲିଲକୁ କିମ୍ୱା ପକ୍କା ବା ରେଜିଷ୍ଟରି ଦଲିଲକୁ ବୁଝାଏ]