ଦଲିଲ୍ ଗ୍ରହୀତା

ଉଇକିଅଭିଧାନ‌ରୁ

ଦଲିଲ୍ ଗ୍ରହୀତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଦଲିଲ୍ ଗୃହିତା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (କଚିରିଆ)[ସମ୍ପାଦନା]

ଯେଉଁ ବ୍ୟକ୍ତିର ସପକ୍ଷରେ ଦଲିଲ ସମ୍ପାଦିତ ହୋଇଥାଏ — A person in whose favour a document is executed.