ଦଳ

ଉଇକିଅଭିଧାନ‌ରୁ

ଦଳ(ଧାତୁ) —

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

୧. ମର୍ଦ୍ଦନ କରିବା; ଦଳିବା — ୧. To knead; to press togehter.
୨. ଭେଦ କରିବା —୨. To pierce.
୩. ବିକାଶ ପାଇବା — ୩. To be exposed to view.
୪. ଫଟାଇବା —୪. To split open; to cause to brust or crack.
୫. (ଫୁଲ ଆଦି) ଫୁଟିବା — ୫. To bloom; to brust (as a flower).



ଦଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଗଛର ପତ୍ର —୧. Leaf.
୨. ଫୁଲର ପାଖୁଡ଼ା ୨. Petal of a flower.
୩. ଜୋଟ୍; ପଞ୍ଚା; ପଲ; ସମୂହ; ପୁଞ୍ଜ — ୩. Collection; multitude; herd.
୪. ଖଣ୍ଡ —୪. Fragment; piece.
୫. ଗୋଷ୍ଠୀ; ସମ୍ପ୍ରଦାୟ, ମଣ୍ଡଳୀ — ୫. Party; company; detachment; sect.
୬. ରାଶି —୬. Heap.
୭. ଆସ୍ତ୍ରାଦିର ଖୋପ ବା ଖୋଳ —୭. Seath.
୮. ଅସ୍ତ୍ରାଦିର ଧାର —୮. Edge of instruments.
୯. ଅସ୍ତ୍ରଫଳକ; ଫଲା —୯. Blade of a weapon.
୧. ଘାସର ପତ୍ରର ଫାଳ —୧୦. Blade of grass.
୧୧. ନାନାପ୍ରକାର ଜଳଜ ତୃଣ (ହିନ୍ଦୀ - ଶବ୍ଦସାଗର) — ୧୧. Many kinds of aquatic grass.

ଜଳକୁ ଯେସନ ପଳ ପ୍ରମାଦ—ପ୍ରାଚୀ. ପରଚେଗୀତା

[ଦ୍ରଷ୍ଟବ୍ୟ —ଦଳ ନାନା ପ୍ରକାରର; ଯଥା—ଚୁଙ୍ଗୁଡ଼ିଆ, ବୋଳଝାଞ୍ଜି, ବିଲାତି ଦଳ]

୧୨. (+ଭାବ. ଅ) ଦଳନ —୧୨. Trampling.
୧୩. ଚକଟିବା; ମର୍ଦ୍ଦନ; ମଳିବା —୧୩. Kneading.
୧୪. ମୃଗ ହରଡ଼ ଆଦି ଶସ୍ୟର ଫାଳ —୧୪. The split half of legumincus seeds or pulse.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗ୍ରାମବାସୀମାନଙ୍କ ମଧ୍ୟରେ ସୃଷ୍ଟି ପ୍ରତିଦ୍ୱନ୍ଦୀ ଗୋଷ୍ଠୀ —୧. Faction or party in a village.
୨. ଠାକୁରମାନଙ୍କୁ ଓ ସଂକୀର୍ତ୍ତନଦଳକୁ ମେଳନ ଆଦିକୁ ନିମନ୍ତ୍ରଣ କରିବା ପାଇଁ ପ୍ରେରିତ ଫୁଲବା ତୁଳସୀ — ୨. Flower or basil leaves sent to a Deity for inviting him a rendezvous (ମେଳନ)
୩. ଆଖଡ଼ା ଓ ଯାତ୍ରା ଆଦିର ଦଳ —୩. A party of musicians, dancers, singers etc.
୪. (ବଣିଆ ଶବ୍ଦ) ସୁନା ବା ରୂପାର ଅଳଙ୍କାରକୁ ଝାଳିବା ସମୟରେ ସୁନା ବା ରୂପାକୁ ଆଗେ ତରଳାଇବା ପରେ ଅଳ୍ପ ଉତ୍ତାପରେ ତତା ଯାଇ ତରଳା ସୁନା ବା ରୂପାରେ ମିଶିଯାଇଥିବା ଧାତୁ —୪. Solder; a fusible alloy to unite pieces of silver or gold.