ଦଳାଇ ହେବା

ଉଇକିଅଭିଧାନ‌ରୁ

ଦଳାଇ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ନିଜେ ଅନ୍ୟଦ୍ୱାରା ଦଳିତ ବା ମର୍ଦ୍ଦିତ ହେବା —To be pressed or trampled by another; to cause another to massage one's body.

ବଳାଇ ମାନକୁ ଦଳାଇ ହୋଇଲା ହୁଙ୍ଗୁଳା ବଳିବା ଭାବନେ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି