ଦଳି ହେବା
ଦେଖଣା
ଦଳି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦଳି ହୋଇଯିବା—ଅନ୍ୟରୂପ)
ଦେଶଜ - କ୍ରି. (ଦଳିବାର କର୍ମବାଚ୍ୟ)
[ସମ୍ପାଦନା]- ୧. ଫାଟି ଯିବା; ଭିନ୍ନ ହେବା — ୧. To burst.
ଦେଖିଲେ ଯାହା ଶ୍ରୀଅଙ୍ଗ ଦ୍ୟୁତି; ଦଳି ତ ହୋଇଗଲା ମୋ ଛାତି କବିସୂର୍ଯ୍ୟ କିଶୋରୀଚମ୍ପୂ. ଦ ଗୀତ
- ୨. ମର୍ଦ୍ଦିତ ହେବା; ପେଷିତ ହେବା; ଦଳିତ ହେବା — ୨. To be crushed.
ଭୀମ ବାହୁ ବଳେ ବେନି ହୋଇ ଦଳି; କେଉଁ ରୂପ ମଲା କିର୍ମୀର ମହାବଳି କୃଷ୍ଣସିଂହ. ମହାଭାରତ. ବନ
- ୩. ଅନ୍ୟଦ୍ୱାରା ଦଳାଇ ହେବା — ୩. To cause to be rubbed by another.