ଦଶବିଶ

ଉଇକିଅଭିଧାନ‌ରୁ

ଦଶବିଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ବିବାହର ୧ମ ଦିବସରେ ଜୋଇଁର ଶଶୁରଘରକୁ ଯିବା —The going of the bridegroom to the bride's house in the ୧୦th day after marriage.

[ଦ୍ରଷ୍ଟବ୍ୟ —ତା ପୂର୍ବଦିନ ପାହାନ୍ତିଆରୁ (୯ ମଙ୍ଗଳ ଦିନ ପାହାନ୍ତିଆରୁ) କନ୍ୟାକୁ ବରଘରୁ ଅନ୍ୟର ଦୃଷ୍ଟିର ଅଗୋଚରରେ ବାପ ଘରକୁ ପଠାଇ ଦିଆଯାଏ ମତାନ୍ତରେ ୮ ମଙ୍ଗଳା ଦିନ ବର ଘରର କେହି ଲୋକ କନ୍ୟାକୁ ଦେଖିବା ବିହିତ ନୁହେଁ ବୋଲି ବିଶ୍ୱାସ ଅଛି ଜୋଇଁକୁ କାଁସୀରେ ଶଶୁରଘରେ ନୂଆ ଗୁଡ଼ ଖାଇବାକୁ ଦିଆଯାଏ]