ଦଶ ପଚିଶ

ଉଇକିଅଭିଧାନ‌ରୁ

ଦଶ ପଚିଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଶପଚିଶି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଆଠପଚିଶି ଖେଳ; ସ୍ତ୍ରୀମାନଙ୍କର ଏକପ୍ରକାର କଉଡ଼ି ଖେଳ; କସିପାଞ୍ଚି ଖେଳ — ୧. A kind of game with cowries played by women.

[ ଦ୍ର—ଏହି ଖେଳରେ ୪ ଜଣ ଖେଳାଳୀ ୭କଡ଼ା କଉଡ଼ିକୁ ମୁଠା କରି ଭୂଇଁରେ ପକଇ ଖେଳନ୍ତି ଏକ କଡ଼ା କଉଡ଼ି ଚିତି ହୋଇ ପଡ଼ିଲେ ୧ ଓ ପାଞ୍ଚକଡ଼ା ଚିତି ହୋଇ ପଡ଼ିଲେ ୨୫: ଗଣାଯାଏ ଏହି ୧ ଓ ୨୫:କୁ ନେଇ ଏ ଖେଳର ଏପରି ନାମ କରଣ ହୋଇଛି]

ଦେଶଜ - ବିଣ—(ବହୁ ଅର୍ଥଜ୍ଞାପକ ସଂଖ୍ୟାବାଚକ ସହଚର)[ସମ୍ପାଦନା]

ଦଶଠାରୁ ପଚିଶ ମଧ୍ୟରେ ଅନିଶ୍ଚିତ ସଂଖ୍ୟକ — Of indefinite number between ୧୦ and ୨୫.

[ ଦ୍ର—ଠିକ୍ ସଂଖ୍ୟା ନିଶ୍ଚୟ କରି ନ ପାରିଲେ ଅନ୍ଦାଜିଦ୍ୱାରା ଲୋକେ ଏହିପରି ବାକ୍ୟ ବ୍ୟବହାର କରିଥାନ୍ତି ଯଥା—ସେ ସ୍ଥାନରେ ଦଶ ପଚିଶ ଜଣ ଲୋକ ଥିଲେ— ଅର୍ଥାତ ୧ରୁ ଅଧିକ ଓ ୨୫ :ରୁ ନ୍ୟୁନ ଏପରି ଲୋକ ଥିଲେ ଏହିପରି 'ଦଶ ବାର' 'ଦଶ ପନ୍ଦର' 'ଦଶ କୋଡିଏ' 'ଦଶ ତିରିଶି' ଇତ୍ୟାଦି ଶବ୍ଦର ବ୍ୟବହାର ଅଛି]