ଦସ୍ତଖତ୍
ଦେଖଣା
ଦସ୍ତଖତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଦସକ (ଖ)ତ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦସ୍ତଖତ୍=ହାତଲେଖ)
[ସମ୍ପାଦନା]- ୧. ସ୍ୱାକ୍ଷର; କୌଣସି ଲିଖିତ ପତ୍ରରେ ନିଜ ହାତରେ ଲେଖା ହୋଇଥିବା ନିଜ ନାମ —୧. One's own signature in a document.
- ୨. କୌଣସି ଦଲିଲରେ ଆପଣା ନାମ ସ୍ୱାକ୍ଷର କରିବା କର୍ମ —୨. The act of singning one's name in a document.