ଦସ୍ତଖତ କରିବା
ଦେଖଣା
ଦସ୍ତଖତ କରିବା
ଉଚ୍ଚାରଣ
[ସମ୍ପାଦନା]ଦସ୍ତଖତ କରିବା; ଦସକତ,ବା ଦସଖତ କରିବା,ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦସ୍ତଖତ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସ୍ୱାକ୍ଷର କରିବା — To sign.
[ଦ୍ରଷ୍ଟବ୍ୟ —ନିଜଦ୍ୱାରା ବା ଅନ୍ୟଦ୍ୱାରା ଲିଖିତ ଦସ୍ତା— ବିଜରେ ଦସ୍ତଖତ କରିବା ବ୍ୟକ୍ତି ଉକ୍ତ ଦସ୍ତାବିଜରେ ଲେଖାଥିବା ବିଷୟକୁ ସ୍ୱୀକାର କରିଥିବାର ବିବେଚିତ ହୁଏ]