ଦସ୍ତବଦସ୍ତ

ଉଇକିଅଭିଧାନ‌ରୁ

ଦସ୍ତବଦସ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - କ୍ରି.ବିଶେଷଣ - (ଫା) (କଚିରିଆ ଭାଷା; କବାଲା ଆଦିରେ ବ୍ୟବହୃତ)[ସମ୍ପାଦନା]

ହାତେହାତ; ହାତକୁ ହାତ;ନଗଦ —In cash; from hand to hand.

(ଯଥା— ଏ ବିକ୍ରୟ ବତ୍ତିର ଜରସମନ ଦଶ ଟଙ୍କା ଆମ୍ଭେ ମୁସ୍ତରିଙ୍କଠାରୁ ଦସ୍ତବଦସ୍ତ ବୁଝିପାଇଲୁ)