ଦସ୍ତରବନ୍ଦୀ

ଉଇକିଅଭିଧାନ‌ରୁ

ଦସ୍ତରବନ୍ଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - କଚିରିଆ)[ସମ୍ପାଦନା]

୧. କୌଣସି କାଗଜପତ୍ରର ଏକତ୍ର ସଂଗ୍ରହ — ୧. Colletion of records at one place.
୨. ରାଜକୀୟ କାଗଜପତ୍ର ଯାହାଙ୍କ ଅଧୀନରେ ରହେ (ନନ୍ଦେ) — ୨. A keeper of public records.

ବୈଦେଶିକ - ବିଶେଷଣ -[ସମ୍ପାଦନା]

ଏକତ୍ର ସଂଗୃହୀତ (କାଗଜପତ୍ର) — Collected together (records).