ଦସ୍ତରବନ୍ଦ୍
ଦେଖଣା
ଦସ୍ତରବନ୍ଦ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଫାରାସୀ - କଚିରିଆ)
[ସମ୍ପାଦନା]- ୧. କୌଣସି କାଗଜପତ୍ରର ଏକତ୍ର ସଂଗ୍ରହ — ୧. Colletion of records at one place.
- ୨. ରାଜକୀୟ କାଗଜପତ୍ର ଯାହାଙ୍କ ଅଧୀନରେ ରହେ (ନନ୍ଦେ) — ୨. A keeper of public records.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ଏକତ୍ର ସଂଗୃହୀତ (କାଗଜପତ୍ର) — Collected together (records).