ଦସ୍ତା

ଉଇକିଅଭିଧାନ‌ରୁ

ଦସ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯଷଦ; ମରହଟ୍ଟା. ଦସ୍ତ)[ସମ୍ପାଦନା]

ଧାତୁବିଶେଷ — Zinc.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦସ୍ତା)[ସମ୍ପାଦନା]

ହତିଆର ଆଦିର ବେଣ୍ଟ — Handle of an implement.