ଦସ୍ତାନା

ଉଇକିଅଭିଧାନ‌ରୁ

ଦସ୍ତାନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - (ଫାରାସୀ - ଦସ୍ତଆନା)[ସମ୍ପାଦନା]

୧. ହାତମୋଜା; ହସ୍ତାଭରଣ — ୧. Gloves.
୨. ଏକପ୍ରକାର ତରବାରୀ ଯହିଁର ମୁଠା ଖୋଳ ପରି ହୋଇ ଥାଏ ଓ ଯାହାକୁ ଧରିବା ଲୋକର ହାତକଚଟି ପର୍ଯ୍ୟନ୍ତ ଉକ୍ତ ଖୋଳ ମଧ୍ୟର୍ ଆବୃତ ରହେ —୨. A kind of sword with a hollow handle which protects the hand of the user up to the wrist.