ଦସ୍ତୁରି

ଉଇକିଅଭିଧାନ‌ରୁ

ଦସ୍ତୁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା)[ସମ୍ପାଦନା]

୧. କ୍ରୟ ବିକ୍ରୟ କାଳରେ ମଧ୍ୟସ୍ଥ ବ୍ୟକ୍ତି କ୍ରେତା ଓ ବିକ୍ରେତା ଠାରୁ ଯେଉଁ ଅର୍ଥ ପାଏ; କମିସନ୍; ପାଉସେରୀ; ଦଲାଲୀ — ୧. Precentage or commission paid to a broker.
୨. ନିଜ ପ୍ରଭୁଙ୍କ ପାଇଁ ଦେକାନୀଠାରୁ ସଉଦା କିଣିବା ଭୃତ୍ୟ ଦେକାନୀଠାରୁ ଟଙ୍କାକେ ଯେଉଁ ନିର୍ଦ୍ଦିଷ୍ଟ ଧନ (ଯଥା—ପଇସାଏ ବା ଦୁଇ ପଇସା) ପାଏ — ୨. A commissioner at a fixed rate paid to a servant by a trader who sells commodities to the master through the servant.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ସ୍ୱାକ୍ଷର (ନନ୍ଦେ) —Signature.