ଦସ୍ତ ବରଦାର୍

ଉଇକିଅଭିଧାନ‌ରୁ

ଦସ୍ତ ବରଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଦାବୀଦାର୍—ବିପରୀତ)

ବୈଦେଶିକ - ବିଶେଷଣ - (ଫା) (କଚିରିଆ)[ସମ୍ପାଦନା]

ସ୍ୱଇଚ୍ଛାରେ କୌଣସି ସମ୍ପତ୍ତିରୁ ଅଧିକାର ବା ଦାବି ପରିତ୍ୟାଗ କରିଥିବା (ବ୍ୟକ୍ତି) — Relinquishing one's own right to a propetry.