ଦସ୍ତ ବୁକଚା

ଉଇକିଅଭିଧାନ‌ରୁ

ଦସ୍ତ ବୁକଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦସ୍ତବୁ(ବୋ)ଚକା, ଦସ୍ତବୁଜୁଳା(ଳି)ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫା+ଦସ୍ତ+ତୁର୍କୀ—ବୁକ୍ଚା)[ସମ୍ପାଦନା]

ଯେଉଁ ପୁଡ଼ାରେ ମନୁଷ୍ୟର ନିତ୍ୟ— ବ୍ୟବହାର୍ଯ୍ୟ ଲୁଗାପଟା ବନ୍ଧା ହୋଇ ରଖାଯାଏ — A bundle containing the dress and clothes for one's every day use.