ଦସ୍ତ ବୋକଚା
ଦେଖଣା
ଦସ୍ତ ବୋକଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦସ୍ତ ବୋକଚା
|
ଦସ୍ତବୁ(ବୋ)ଚକା, ଦସ୍ତବୁଜୁଳା(ଳି)ଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଫା+ଦସ୍ତ+ତୁର୍କୀ—ବୁକ୍ଚା)
[ସମ୍ପାଦନା]ଯେଉଁ ପୁଡ଼ାରେ ମନୁଷ୍ୟର ନିତ୍ୟ— ବ୍ୟବହାର୍ଯ୍ୟ ଲୁଗାପଟା ବନ୍ଧା ହୋଇ ରଖାଯାଏ — A bundle containing the dress and clothes for one's every day use.