ଦସ୍ୟୁ

ଉଇକିଅଭିଧାନ‌ରୁ

ଦସ୍ୟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦସ୍ ଧାତୁ=ଉତ୍ କ୍ଷେପଣ କରିବା; କ୍ଷୟ କରିବା+କର୍ତ୍ତୃ. ଯୁ)[ସମ୍ପାଦନା]

୧. ଚୋର —୧. Thief.
୨. ଡ଼ାକୁ; ଲୁଣ୍ଠକ; ଡ଼କାଇତ; ଜବରଦସ୍ତି ଦ୍ରବ୍ୟାଦି ଛଡ଼ାଇ ନିଏ —୨. Robber; plunder; extertioner.
୩. ଉତ୍ପୀୟଡ଼ନକାରୀ ବ୍ୟକ୍ତି —୩. Opperssor.
୪. ଅନ୍ତ୍ୟଜ ଜାତିବିଶେଷ —୪. Name of a low caste of untouchables.
୫. ଚକ୍ର —୫. Wheel; discus.
୬. ଶତ୍ରୁ —୬. Enemy.

[ଦ୍ରଷ୍ଟବ୍ୟ — ଦସ୍ୟୁମାନଙ୍କ ବର୍ଣ୍ଣନା ବେଦରେ ଅନେକ ସ୍ଥାନରେ ମିଳେ ଏମାନେ ଆର୍ଯ୍ୟମାନଙ୍କ ଭାରତ ଆଗମନ ପୂର୍ବରୁ ଭାରତରେ ଥିଲେ ଏମାନେ ଆର୍ଯ୍ୟମାନଙ୍କୁ ନାନାପ୍ରକାରରେ କଷ୍ଟ ଦେଉଥିଲେ; ସେମାନଅହକ ୟଜ୍ଞ ବିଘ୍ନ କରୁଥିଲେ, ସେମାନଙ୍କ ଗୋମେଷାଦି ଚୋରି କରି ନେଉଥିଲେ ନମୁଚି, ସଂବର ଓ ବୃତ୍ର ଆଦି ଦସ୍ୟୁପତିଙ୍କୁ ଇନ୍ଦ୍ର ବଧ କରିଥିବାର ବେଦରେ ଲେଖାଅଛି ବେଦରେ ଦସ୍ୟୁ— ମାନଙ୍କ ପ୍ରତି ଦାସ ଓ ଅସୁର ଶବ୍ଦ ପ୍ରୟୋଗ କରା ଯାଇଅଛି ମନୁସଂହିତାରେ ଅଛି ଯେ ଯେଉଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ମାନବ ଲୁପ୍ତ କ୍ରିୟା ଓ ଜାତିଚ୍ୟୁତ ହେଉଥିଲେ ସେମାନେ ମ୍ଳେଛ— ଭାଷୀ ହୁଅନ୍ତୁ ବା ଆର୍ଯ୍ୟଭାଷୀ ହୁଅନ୍ତୁ ସୋମାନଙ୍କୁ ଦସ୍ୟୁ ବୋଲା ଯାଉଥିଲା ମହାଭାରତରେ ଅଛି ଯେ ଅର୍ଜୁନ ଯେ ଅର୍ଜୁନ କେତେକ ଦସ୍ୟୁଙ୍କୁ ପରାସ୍ତ କରିଥିଲେ ଦସ୍ୟୁମାନଙ୍କ ମଧ୍ୟରେ ବାସ କରିବା ପାଇଁ ବ୍ରାହ୍ମଣ ମାନଙ୍କୁ ନିଷେଧ ଥିଲା ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସୈନ୍ୟ —Soldier.

ଦଃଶାସନ ସାତ୍ୟକି ପରାକ୍ରମ ଦେଖି କହିଲେ ସେ ଦସ୍ୟୁମାନଙ୍କୁ ଶର ଯୋଖି କୃଷ୍ଣସିଂହ ମହାଭାରତ. ଦ୍ରୋଣ