ଦହଡ଼

ଉଇକିଅଭିଧାନ‌ରୁ

ଦହଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦଗ୍ଧ; ତୁଳ. ପାଲି—ଡହଡ଼)[ସମ୍ପାଦନା]

୧. ଡହଡ଼; ଡହଡ଼ହ; ତାତିଲା; ଗରମ — ୧. Hot; burning.
୨. ଯହିଁରୁ ବାମ୍ଫ ବାହାରୁଥାଏ — ୨. Steaming.

ବ୍ରାହ୍ମଣ ରଜା ଖଣ୍ଟ ପରନା, ଦହଡ଼ ଅମ୍ୱିଳ ଶୀତଳ ଭଜା; କହେ ଦନାଇ ଏ କାହିଁକି ମନା? ଢ଼ଗ

୩. ଦାହଯୁକ୍ତ —୩. Burning; feverish.