Jump to content

ଦହଦହତୁ

ଉଇକିଅଭିଧାନ‌ରୁ

ଦହଦହତୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅବ୍ୟୟ. (ଶିଶୁରଞ୍ଜନ)

[ସମ୍ପାଦନା]
୧. ପିଲାମାନେ କୁକୁରକୁ ଡାକିବାର ପଦ —୧. An exclamation uttered by children to call dogs.
୨. ଶିଶୁରଞ୍ଜନାର୍ଥ ମାଆମାନେ ବୋଲିବା ପଦ — ୨. A refra in of an infant song.

[ଉଦାହରଣ: ଦହଦହତୁ, କନିଆ ମାଆର ପୁଅ ବହୁତୁ — ଶିଶୁଗୀତ]