ଦହିକଡ଼ି
ଦେଖଣା
ଦହିକଡ଼ି
ଉଚ୍ଚାରଣ
[ସମ୍ପାଦନା]ଦହିକଡ଼ମା, ଦହିକଢ଼ିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦହିକଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦହିରେ ଲୁଣ ମସଲା ଆଦି ଦେଇ ସିଦ୍ଧ କରି ପ୍ରସ୍ତୁତ କରିବା ଏକପ୍ରକାର ବ୍ୟଞ୍ଜନ — A curry made of curd or whey being boiled after proper seasoning.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ମାର୍ଗସିର ମାସ ଗୁରୁବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରାଯିବା ଦହି ସଙ୍ଗେ ସିଦ୍ଧ ଅରୁଆ ଭାତ — The food preparation, made of sunrice bolied with curd or whey for offering to Goddess Lakshmī on the Thursday in the month of Mārgaṡira.