ଦହିଚୂଡ଼ାମେରୁ

ଉଇକିଅଭିଧାନ‌ରୁ

ଦହିଚୂଡ଼ାମେରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର)ବିଶେଷଣ -[ସମ୍ପାଦନା]

ଯେଉଁ ବ୍ରାହ୍ମଣ ତାଙ୍କ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ସବୁ 'ଦହି ଚୂଡ଼ା'ରେ ଯୋଗ ଦେଇ ଖୁବ୍ ଦହିଚୂଡ଼ା ଖାଏ — (a Brāhmaṇa) Who in no case fails to attend any Dahichuṟḍ̠ā feast and also can eat dahichuṟḍ̠ā in much quantity.