ଦହିଦହିକା

ଉଇକିଅଭିଧାନ‌ରୁ

ଦହିଦହିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦହଦହିଆ, ଦହିଦହିଆ, ଦହଦହିକାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ ଦଧାଳୀ, ଦଧ୍ୟାଳୀ, ଦଧ୍ୟାଳିକା, ସୁଦର୍ଶନା, ବୃକ୍ଷକର୍ଣ୍ଣୀ, ଚକ୍ରାହ୍ୱା, ସୋମବଲ୍ଲୀ, ମଧୁ— ପର୍ଣ୍ଣିକା, ଗୁଳୁଚି)[ସମ୍ପାଦନା]

ଏକପ୍ରକାର ବନ୍ୟ ଶାକ ଲତା (ଏହାର ପତ୍ରକୁ ଚକଟିଲେ ଏକପ୍ରକାର ନାଳନାଳୁଆ ରସ ବାହାରେ ତାହା ଓ ଏ ନାଳକୁ କୌଣସି ପାତ୍ରରେ ରଖିଦେଲେ ତାହା ଥଲଥଲ ହୋଇ ବସିଯାଏ) —A kind of herb growing wild, whose leaves when crushed produce juice which turns into jelly when sat down for a time; Tinospora Tomentosa.