Jump to content

ଦାଆଙ୍କୁଡ଼ି

ଉଇକିଅଭିଧାନ‌ରୁ

ଦାଆଙ୍କୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ଉଚ୍ଚ ଜାଗାରୁ କଣ୍ଟା କାଟିବା ପାଇଁ ଲଗି ଅଗରେ ସଂଲଗ୍ନ ଦାଆ; ଦରାଞ୍ଚି — A scythe attached to a long stick to cut thorny branches from high trees.