ଦାଉକଳ
ଦେଖଣା
ଦାଉକଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ)
[ସମ୍ପାଦନା]ଯେଉଁ କଳ ସାହାଯ୍ୟରେ ଲଙ୍ଗର ପାଣିରୁ ଉପରକୁ ଟେକାଯାଏ —(nautical) The machine or crane with the help of which the anchor of a ship is raised up from water; capstan.
ଦାଉକଳର ଛଅଟା ପଖା ଧରି ଛିଡ଼ା ହୋଇ ଅଛନ୍ତି ଫକୀରମୋହନ. ଗଳ୍ପସ୍ୱଳ୍ପ