ଦାଉଣି
ଦେଖଣା
ଦାଉଣି
ଉଚ୍ଚାରଣ
[ସମ୍ପାଦନା](ଦାଉଁଣୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାମିନୀ)
[ସମ୍ପାଦନା]- ୧. ବେଙ୍ଗଳାରେ ବଳଦମାନେ ଏକାଧିକ ପଘା ଲାଗି— ଥିବା ଯେଉଁ ଲମ୍ୱ ଦଉଡ଼ିରେ ଯୋଚା ହୁଅନ୍ତି — ୧. A long rope to which bullocks are tethered together to go round a central post while treading paddy sheaves to separate the grains from the stalks.
- ୨. ଗଳକମ୍ୱଳ —୨. Dewlap (Howells).
- ୩. ବଳଦ, ଷଣ୍ଢ ଆଦିଙ୍କଠାରେ ଦାଗ (ବାଣୀ) ଦିଆଯିବା ପାଇଁ ବ୍ୟବହୃତ ତାତିଲା ଲୁହା —୩. Searing iron.
ନାହିଁ ହଲଚଲ ଲଗାଅ ପଛକେ ତତଲା ଦାଉଣି ଚାଉଁ ଚାଉଁ ଭିକାରୀଚରଣ. ଗୀତଲହରୀ
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ମେରିରେ ଗଳାଯିବା ବେତର ଗୋଳକ A ratan ring put round the central post during paddy-treading opperation.