ଦାକ୍ଷିଣାତ୍ରୟ
ଦେଖଣା
ଦାକ୍ଷିଣାତ୍ରୟ
ଉଚ୍ଚାରଣ
[ସମ୍ପାଦନା](ଦକ୍ଷିଣାତ୍ରୟ; ଦକ୍ଷିଣାତ୍ରେୟ—ଅନ୍ୟରୂପ)
ପ୍ରାଦ (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ଯାଜପୁରବାସୀ କୁଳୀନ ବ୍ରାହ୍ମଣଙ୍କ ଶାଖାବିଶେଷ ===
[ଦ୍ରଷ୍ଟବ୍ୟ —ଯଯାତିକେଶରୀ କାନ୍ୟକୁଳ୍ପରୁ ଦଶ ସହସ୍ର ବେଦଜ୍ଞ ବ୍ରାହ୍ମଣଙ୍କୁ ଅଣାଇ ଯାଜପୁରରେ ସେମାନଙ୍କଦ୍ୱାରା ଯଜ୍ଞ କରାଇ ପ୍ରଥମେ ସେଠାରେ ବ୍ରାହ୍ମଣମାନଙ୍କୁ ରଖାଇଥିଲେ ପରେ ସେଠାରୁ ଯେଉଁମାନେ ପୁରୀ ଅଞ୍ଚଳକୁ ଯାଇ କେତେକାଳ ରହିବା ପରେ ପୁଣି ଯାଜପୁରକୁ ଫେରିଲେ ସେମାନେ ଦାକ୍ଷିଣାତ୍ରୟ ନାମରେ ଆଭିହିତ ହେଲେ ଓ ଯେଉଁମାନେ ପ୍ରଥମରୁ ଯାଜପୁରରେ ବାସ କରି ରହିଲେ ସେମାନେ ଯାଜପୁର— ତ୍ରୟ ନାମରେ ପରିଚିତ ହେଲେ]