Jump to content

ଦାଖଲା

ଉଇକିଅଭିଧାନ‌ରୁ

ଦାଖଲା

ଉଚ୍ଚାରଣ

[ସମ୍ପାଦନା]

(ଦାଖିଲ—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା)

[ସମ୍ପାଦନା]
୧. ଟଙ୍କା ଦେବାର ପାଉତି — ୧. Receipt for money paid.
୨. ଖଜଣା ଦାଖଲ କରିଥିବାର ନିଦର୍ଶନ ପତ୍ର —୨. Rent receipt.

[ଦ୍ରଷ୍ଟବ୍ୟ —ଏହାକୁ ଚେକ୍ଦାଖିଲା, ଛପାଦାଖିଲା କହନ୍ତି ଏହା ନିର୍ଦ୍ଦିଷ୍ଟ ଫାରମରେ ଛପା ହୋଇଥାଏ ପ୍ରତ୍ୟକର ଦୋହରା ଥାଏ ଯହିଁରୁ ଖଣ୍ଡେ ପାଉତି ଦିଆଯାଏ ଓ ଖଣ୍ଡେ ମୁଣ୍ଡା ରହେ]