ଦାଖଲ୍ କରିବା
ଦେଖଣା
ଦାଖଲ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦାଖଲ୍ କରିବା
|
ଦେଶଜ - କ୍ରି. (କଚିରିଆ)
[ସମ୍ପାଦନା]- ୧. ପଏଠ ଦେବା; ପଟାଇବା — ୧. To pay; to deliver.
- ୨. ଉପସ୍ଥାପିତ କରିବା — ୨. To produce; to present; to submit; to file.
- ୩. କାଗଜପତ୍ରରେ ନାମ ଆଦି ପୂରଣ କରିବା; ନାମ ଯୋଗାଇବା; ଚଢ଼ାଇବା —୩. To enter lon paper; to record; to add the name.