ଦାଖଲ୍ ଖାରଜ୍
ଦେଖଣା
ଦାଖଲ୍ ଖାରଜ୍
ଉଚ୍ଚାରଣ
[ସମ୍ପାଦନା](ଦାଖିଲ୍ ଖାରିଜ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା) (ଦାଖଲ୍=ଯୋଗ କରିବା+ଖାରିଜ୍=ବିଯୋଗ କରିବା)
[ସମ୍ପାଦନା]- ୧. ଖାରଜ କରିବା; ଖାରଜ ଖିଲକରା
ଅନୁବାଦ
[ସମ୍ପାଦନା]ଦାଖଲ୍ ଖାରଜ୍
|
ଦାଖିଲ୍; କୌଣସି ସିରସ୍ତାରେ ଏକ ବ୍ୟକ୍ତି ବା ବସ୍ତୁର ନାମ କଟି ଅନ୍ୟର ନାମ ସେହି ସ୍ଥାନରେ ପୂରଣ କରିବା —୧. Replacing an old name by a new; substituting on paper; recording the name of one person in the place of another.
(ଯଥା—ଦଶସାଲ ବନ୍ଦୋବସ୍ତରେ ଏ ଲାଖରାଜି ବାଯ୍ୟାପ୍ତି ମୌ: ସିନ୍ଧେଶ୍ୱରପୁର ଖା ଦା ମୌ—ନୂଆଁଚାର ଅନ୍ତର୍ଗତ କରାଗଲା)
- ୨. (କୌଣସି ଭୂସ୍ୱତ୍ୱ ପକ୍ଷେ) ଜଣେ ବ୍ୟକ୍ତିର (ଯଥା— ବିକ୍ରେତା; ମୃତବ୍ୟକ୍ତି, ପୂର୍ବାଧିକାରୀର) ନାମ କାଟିଦେଲେ ନୂତନ ଅଧିକାରଙ୍କ (କ୍ରେତା, ଉତ୍ତରାଧୀକାଙ୍କ) ନାମ ଜମିଦାରୀ ବା ସରକାରୀ ସିରସ୍ତାରେ ଲେଖିବା — ୨. Substitution; mutation or registration of the name of a person (e.g. purchaser, heir, succssor) in the place of an old or out going person (e, g. vendor, deceased, deceased, predecessor) in the office papers or records.