ଦାଖଲ୍ ଖାରଜ୍

ଉଇକିଅଭିଧାନ‌ରୁ

ଦାଖଲ୍ ଖାରଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦାଖିଲ୍ ଖାରିଜ୍—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା) (ଦାଖଲ୍=ଯୋଗ କରିବା+ଖାରିଜ୍=ବିଯୋଗ କରିବା)[ସମ୍ପାଦନା]

୧. ଖାରଜ କରିବା; ଖାରଜ ଖିଲକରା


ଅନୁବାଦ[ସମ୍ପାଦନା]

ଦାଖିଲ୍; କୌଣସି ସିରସ୍ତାରେ ଏକ ବ୍ୟକ୍ତି ବା ବସ୍ତୁର ନାମ କଟି ଅନ୍ୟର ନାମ ସେହି ସ୍ଥାନରେ ପୂରଣ କରିବା —୧. Replacing an old name by a new; substituting on paper; recording the name of one person in the place of another.

(ଯଥା—ଦଶସାଲ ବନ୍ଦୋବସ୍ତରେ ଏ ଲାଖରାଜି ବାଯ୍ୟାପ୍ତି ମୌ: ସିନ୍ଧେଶ୍ୱରପୁର ଖା ଦା ମୌ—ନୂଆଁଚାର ଅନ୍ତର୍ଗତ କରାଗଲା)

୨. (କୌଣସି ଭୂସ୍ୱତ୍ୱ ପକ୍ଷେ) ଜଣେ ବ୍ୟକ୍ତିର (ଯଥା— ବିକ୍ରେତା; ମୃତବ୍ୟକ୍ତି, ପୂର୍ବାଧିକାରୀର) ନାମ କାଟିଦେଲେ ନୂତନ ଅଧିକାରଙ୍କ (କ୍ରେତା, ଉତ୍ତରାଧୀକାଙ୍କ) ନାମ ଜମିଦାରୀ ବା ସରକାରୀ ସିରସ୍ତାରେ ଲେଖିବା — ୨. Substitution; mutation or registration of the name of a person (e.g. purchaser, heir, succssor) in the place of an old or out going person (e, g. vendor, deceased, deceased, predecessor) in the office papers or records.