Jump to content

ଦାଖଲ୍ ଖାରଜ୍ କରିବା

ଉଇକିଅଭିଧାନ‌ରୁ

ଦାଖଲ୍ ଖାରଜ୍ କରିବା

ଉଚ୍ଚାରଣ

[ସମ୍ପାଦନା]

(ଦାଖଲ୍ ଖାରଜ୍ କରିବା—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଚିରିଆ)

[ସମ୍ପାଦନା]

ସିରସ୍ତାର କାଗଜ ଆଦିରେ ପୁରାତନ ଅଧିକାରୀର ନାମ କାଟିଦେଇ ନୂତନ ଅଧିକାରୀ ବା ସ୍ୱତ୍ୱବାନ୍ ବ୍ୟକ୍ତିର ନାମ ଦରଜ କରିବା — To register the name of a successor in interest by cancelling or striking that of the predecessor.