ଦାଖଲ ଖାରଜ ମହକୁମା

ଉଇକିଅଭିଧାନ‌ରୁ

ଦାଖଲ ଖାରଜ ମହକୁମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦାଖିଲ୍+ ଖରିଜ୍+ମକଦ୍ଦମା)

ଯେଉଁ ସରକାରୀ କାର୍ଯ୍ୟ ବିଭାଗରେ ମୃତ ବ୍ୟକ୍ତି ବା ବିକ୍ରେତାର ନାମ ପରିବର୍ତ୍ତେ ଭୂସମ୍ପତ୍ତି ପକ୍ଷେ ଯଥାକ୍ରମେ ଔରସ ଓ ଖରିଦଦାରର ନାମ ବିଚାର ପରେ ଲେଖାଯାଏ —Land registration department or court.