ଦାଖଲ ହେବା

ଉଇକିଅଭିଧାନ‌ରୁ

ଦାଖଲ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଚିରିଆ)[ସମ୍ପାଦନା]

୧. ଦରଜ୍ ହେବା; ଲେଖା ହେବା —୧. To be recorded
୨. ଉପସ୍ଥିତ ହେବା —୨. To arrive at; to attend.

(ଯଥା—ମତେ ଗାଁରେ ଖୋଜା ଲାଗିଥାଏ, ବୁଝିଲାବେଳକୁ ମୁଁ ଆସି କଟକରେ ଦାଖଲ ହେଲେଣି)

୩. (ଧନ ବା ବସ୍ତୁ) ଦିଆଯିବା; ପଏଠ ହେବା — ୩. To be paid or delivered.