ଦାଢ଼ା

ଉଇକିଅଭିଧାନ‌ରୁ

ଦାଢ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି(ଦୋ ଧାତୁ= ଛେଦନ କରିବା+କରଣ. ଢ+ଆ)[ସମ୍ପାଦନା]

୧. ବଡ଼ ଦାନ୍ତ —୧. Tusk; big tooth.
୨. ନାହୁଡ଼ —୨. Sting.
୩. ବିଷଦାନ୍ତ —୩. Fang.
୪. ପ୍ରାର୍ଥନା —୪. Prayer.
୫. ସମୂହ —୫. Collection.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାଢ଼ା; ସଂସ୍କୃତ - ଦଂଷ୍ଟ୍ରା; ପ୍ରା. ଦାଡ୍ଢ଼ା)[ସମ୍ପାଦନା]

ତୀକ୍ଷ୍ଣଦାନ୍ତ — Sharp tooth.