ଦାଢ଼ା
ଦେଖଣା
ଦାଢ଼ା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ଦୋ ଧାତୁ= ଛେଦନ କରିବା+କରଣ. ଢ+ଆ)
[ସମ୍ପାଦନା]- ୧. ବଡ଼ ଦାନ୍ତ —୧. Tusk; big tooth.
- ୨. ନାହୁଡ଼ —୨. Sting.
- ୩. ବିଷଦାନ୍ତ —୩. Fang.
- ୪. ପ୍ରାର୍ଥନା —୪. Prayer.
- ୫. ସମୂହ —୫. Collection.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାଢ଼ା; ସଂସ୍କୃତ - ଦଂଷ୍ଟ୍ରା; ପ୍ରା. ଦାଡ୍ଢ଼ା)
[ସମ୍ପାଦନା]ତୀକ୍ଷ୍ଣଦାନ୍ତ — Sharp tooth.