ଦାନାଧିକ୍ୟ

ଉଇକିଅଭିଧାନ‌ରୁ

ଦାନାଧିକ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦାନାଧକ୍ୟ, ଦାନାଧକ୍ଷଅନ୍ୟରୂପ

  • (file)
  • (file)

ଗ୍ରାମ୍ୟ - ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ସଂସ୍କୃତ - ଦାନାଧ୍ୟକ୍ଷ)[ସମ୍ପାଦନା]

ରାଜା ଶାସନ ସ୍ଥାପନ କରିବା ସମୟରେ ଯେଉଁ ବ୍ରାହ୍ମଣଙ୍କି ସମସ୍ତ ଦାନାଗ୍ରହୀତା ବ୍ରାହ୍ମଣ— ମାନଙ୍କର ପ୍ରତିନିଧିରୂପେ ଭୂମି ଦାନ କରନ୍ତି;ପାଣିଗ୍ରାହୀ —The Brāhmaṇ, representing the whole body of donees of rent-free land in a Sasan village, to whose land the Rājā of Orissa made the formal gift of the village.

[ଦ୍ରଷ୍ଟବ୍ୟ — ଏମାନଙ୍କର ସାଧାରଣ ଟଙ୍କୀଦାରଙ୍କ ଅପେକ୍ଷା କେତେକ ବିଶିଷ୍ଟ ଅଧିକାର ଥାଏ]