ଦାନ୍ତକାଠି
ଦେଖଣା
ଦାନ୍ତକାଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନ୍ତକାଠି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ଦନ୍ତକାଷ୍ଠ)—ଦାନ୍ତ ଘଷିବା କାଠି — A small twing used in cleansing the teeth; tooth brush.
ଜାମ ଜାଜାଙ୍କ କପାଝାଟି, ୟାକୁ ନ ଙ୍କର ଦାନ୍ତକାଠି—ଢଗ
[ଦ୍ରଷ୍ଟବ୍ୟ —ଦାନ୍ତ କାଠି ବିଷୟରେ ପ୍ରବଚନ ===
ଅପମାରଙ୍ଗର ଅପାର ଗୁଣ ତହିଁରୁ ଘସିବ ମୂଳେ କୁମ୍ଭାଟୁଆ ଅଟେ ରାଜବଲ୍ଲଭ ତହିଁରୁ ଘସିବ ଫାଳେ ନୃତପତ୍ରେ ଭବେଲକ୍ଷ୍ମୀ ଯେବେ ପଡ଼ିଥିବ ତଳେ]