ଦାନ୍ତା

ଉଇକିଅଭିଧାନ‌ରୁ

ଦାନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - .ବିଶେଷଣ - (ସଂସ୍କୃତ - ଦନ୍ତାଳ)[ସମ୍ପାଦନା]

୧. ବଡ଼ ଦାନ୍ତ ଯୁକ୍ତ (ହାତୀ) — ୧. (elephants) Having big and long tusks.
୨. (ଲକ୍ଷଣାର୍ଥ) ଅନେକଙ୍କ ମଧ୍ୟରେ ଉତ୍କୃଷ୍ଟ — ୨. (figurative) Excellent.
୩. ଦଳପତି ହେବାର ଉପଯୁକ୍ତ — ୩. Fit to be a leader.
୪. ବଳବତ୍ତମ —୪. Strongest.
୫. ଅତ୍ୟାଚାରୀ —୫. Oppressive.
୬. ପରାକ୍ତମଶାଳୀ; ବଳୁଆ; ବଳିଷ୍ଠ; କ୍ଷମତାଶାଳୀ — ୬. Strong; powerful; influential.

(ଯଥା—ଦାନ୍ତ ଜନିଦାର; ବଳୁଆ; ଦନ୍ତାଲୋକ; ଦନ୍ତାହାକିମ)

୭. ମୁହଁ ତୋଡ; ମୂଖର — ୭. Having this gifts of the gab.

ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଦନ୍ତାବଳ)ବଡ଼ ଦାନ୍ତ ଥିବା ହାତୀ — ୧. Anele phantvi hang big tusks.
୨. ଅଣ୍ଡିରା ହାତୀ — ୨. A tusker; a male elephant.
୩. ହସ୍ତୀଯୃଥର ଦଳପତି —୩. The leading tusker in a herd of elephants.

[ ଦ୍ର—ହାତୀଙ୍କ ଯୁଥ ମଧ୍ୟରେ ସମସ୍ତଙ୍କଠାରୁ ବଡ଼ ଦାନ୍ତ ବିଶିଷ୍ଟ ଓ ବୃହଦବୟବ ଓ ବଳୁଆ ଅଣ୍ଡିରା ହାତୀ ଦଳପତୀ ବା ଦଳର ନେତା ହୁଏ]

୪. ଦଳପତି; ଯୁଥପତି; ଦଳର ନେତା — ୪. The leader of a herd.

ପ୍ରାଦେଶିକ - (ପୁରୀ ଓ ଯାଜପୁର ବିଶେଷ୍ୟ -[ସମ୍ପାଦନା]

ମର୍କଟଦଳପତି; ଗେଧ ମାଙ୍କଡ — The leader of a herd of monkeys.



ଦାନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦନ୍ତା; ଦାନ୍ତିଆ—ଅନ୍ୟରୂପ)

(ଦାନ୍ତୀ; ଦାନ୍ତେଈ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ)[ସମ୍ପାଦନା]

ଦନ୍ତବିଶିଷ୍ଟ — Having teeth.

(ଯଥା—ବାହାଡ଼ା ଦାନ୍ତା; ଡାଳିମ୍ୱ— ଦାନ୍ତୀ; ବିଷଦନ୍ତା)